Tag : Mahabharata

ରାଜନୀତି

ବିଧାନସଭାରେ ବ୍ୟମୋକେଶଙ୍କ ଅଡିଓ ତାତି  

mahabharatanews
ଭୁବନେଶ୍ୱର/ ରାଜେଶ ସାହୁ: ବିଧାନସଭାରେ ଉଠିଲା ବ୍ୟମୋକେଶଙ୍କ ଅଡ଼ିଓ ଭାଇରଲ ପ୍ରସଙ୍ଗ । ବ୍ୟମୋକେଶଙ୍କ ଅଡ଼ିଓ ଭାଇରଲକୁ ନେଇ ବିଧାନସଭାରେ ମୁହାଁ ମୁହିଁ ହେଲେ ପ୍ରଦୀପ୍ତ ଓ ବ୍ୟମୋକେଶ । ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ...
ଅପରାଧ

ରାସ୍ତା କଡରୁ ଉଲଗ୍ନ ନାବାଳିକା ଉଦ୍ଧାର, ଦୁଷ୍କର୍ମ ସନ୍ଦେହ

mahabharatanews
କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଧୀନ ଚଢେଇଭୋଳ ନିକଟରେ ଜଣେ ନାବାଳିକ ମୁର୍ମୂଷ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ନାବାଳିକାର ସ୍ଥିତି ଗୁରୁତର ରହିଛି ଓ ସେ ନିଜ ପରିଚୟ, ଠିକଣା କହିବାକୁ...
ଓଡିଶା

ବର୍ଦ୍ଦିରେ ପୁଲିସ ବାବୁଙ୍କ ମଦ ଆସର

mahabharatanews
ଜଗତସିଂହପୁର: ଏସଆଇଙ୍କ ନାଲିପାଣି ନିଶା । ନିଶା ଏମିତି କି ବାବୁଙ୍କର ଆଉ ବର୍ଦି ପ୍ରତି ନିଘା ନାହିଁ । ବର୍ଦିରେ ବସି ସର୍ବସମ୍ମୁଖରେ ମଦ ପିଇବା ସହ ଝାଡୁଛନ୍ତି ବର୍ଦ୍ଦିର ରୋପ ।...
ଓଡିଶା

ଶ୍ରୀବିହାରର ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟ ସିଲ କଲା ପ୍ରଶାସନ

mahabharatanews
ଭୁବନେଶ୍ୱର: ଗୋଟିଏ ପଟେ ରାଜଧାନୀରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ କିନ୍ତୁ କରୋନା ସଂକ୍ରମିତ ରାଜ୍ୟରୁ ଆସିଥିôବା ପ୍ରବାସୀ ତଥା ଶ୍ରମିକ ମୁଣ୍ଡବ୍ୟଥାର କାରଣ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ଥିôବା କୋଠା ନିର୍ମାଣରେ...
ଅପରାଧ ଓଡିଶା

ଯୁକ୍ତିତର୍କକୁ କେନ୍ଦ୍ର କରି ଯୁବକଙ୍କୁ ପିଟି ପିଟି ହତ୍ୟା

mahabharatanews
(ଢଙ୍କାନାଳ /ମନାଲିସା ମିଶ୍ର) : ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମର ଜଣେ ଯୁବକକୁ ରାଇପୁର ଛକ ନିକଟରେ ଗତ କାଲି ସନ୍ଧ୍ୟା ସମୟରେ କିଛି ଦୁର୍ବୁର୍ତ୍ତ ସଂଘବଧ ଆକ୍ରମଣ କରି...
ଓଡିଶା

ରାଜ୍ୟରେ ଆଉ ୩୬ କୋରୋନା ଆକ୍ରାନ୍ତ ସୁସ୍ଥ ହେଲେ

mahabharatanews
ଭୁବନେଶ୍ବର : ରାଜ୍ୟରେ ଆଉ ୩୬ କୋରୋନା ଆକ୍ରାନ୍ତ ସୁସ୍ଥ ହେଲେ କ୍ଷ ଏହି ଆକ୍ରାନ୍ତଙ୍କୁ ଲଗାଇ ରାଜ୍ୟରେ ୩୪୩ ରେ ପହଞ୍ଚିଲା ସୁସ୍ଥଙ୍କ ସଂଖ୍ୟା । ଏ ନେଇ ରାଜ୍ୟ ସ୍ଵସ୍ଥ୍ୟ ଓ...
Uncategorized

ବିଶ୍ୱରେ ୩୮,୧୮,୮୦୦ କରୋନା ଆକ୍ରାନ୍ତ ବିଶ୍ୱରେ ୨୪ ଘଣ୍ଟାରେ ୬,୮୦୦ଲୋକଙ୍କ ମୃତ୍ୟୁ

mahabharatanews
ଓ୍ବାଶିଂଟନ: ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ବୁଧବାର ସାରା ବିଶ୍ୱରେ ୯୪,୦୦୦ରୁ ଉର୍ଦ୍ଧ୍ୱ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୮,୧୮,୮୦୦ରେ ପହଞ୍ଚିଛି। ସେହିପରି ୨୪...
ଓଡିଶା

ନରସିଂହପୁରର ବିଭିନ୍ନ ସ୍ଥାନକୁ ସାନିଟାଇଜ କଲା ଅଗ୍ନିଶମ

mahabharatanews
(ନିର୍ମଳେନ୍ଦୁ ମିଶ୍ର/ନରସିଂହପୁର): କରୋନା ପ୍ରଭାବରେ ସାରାବିଶ୍ୱ ଏବେ ଆତଙ୍କିତ ଅବସ୍ଥାରେ ରହିଥିବାବେଳେ କଟକ ଜିଲ୍ଲାର ନରସିଂହପୁର ରେ ଜନଜୀବନ ପ୍ରଭାବିତ ହୋଇଯାଇଛି  ।୨୧ ଦିନିଆ ଲକ ଡାଉନ ନେଇ ଲୋକ ମାନେ ଘରୁ ବାହାରକୁ...
ଓଡିଶା

କରୋନ କଟକଣାକୁ ଫୁ, ପ୍ରତି ୱାର୍ଡରେ ମିଳୁନି ଟୋକେନ

mahabharatanews
(ସୁନ୍ଦର ପାଣୀ, କୋରାପୁଟ): କରୋନାର ସଂକ୍ରମଣ ରୋକିବା ପାଇଁ ଜିଲ୍ଳା ପ୍ରଶାସନ ବିଭିନ୍ନ କଟକଣା ଓ ନିୟମ କରିଛନ୍ତି । ନିୟମ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । କିନ୍ତୁ ତୃଣମୂଳସ୍ତରରେ...
ଓଡିଶା

କରୁଆ ପଂଚାୟତରେ କୋରନା ଖାଦ୍ୟ ବଣ୍ଟନକୁ ନେଇ ତୁତୁ ମେମେ

mahabharatanews
(ଜଳେଶ୍ୱର/ଅଜିତ ସାହୁ): କୋରନା ପାଇଁ ଖାଦ୍ୟ ବଣ୍ଟନକୁ ନେଇ ତୁତୁ ମେ ମେ, ଘଟଣା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା। ସମଗ୍ର ବିଶ୍ଵରେ କୋରୋନା ଆତଂକରେ କବଳିତ ହୋଇଥିବା ବେଳେ,ଏହାର ମୁକା ବିଲା ପାଇଁ...