Uncategorized

ପୂର୍ବତନ ସିବିଆଇ ନିର୍ଦ୍ଦେଶକଙ୍କ ପରଲୋକ

ନୂଆଦିଲ୍ଲୀ: ସିବିଆଇ ପୂର୍ବତନ ନିର୍ଦ୍ଦେଶକ ରଞ୍ଜିତ ସିହ୍ନାଙ୍କ ଆଜି ସକାଳେ କରୋନାରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ଗୁରୁବାର ସେ ପଜିଟିଭ ଥିବା ଜଣାପଡିଥିଲା । ସିହ୍ନା ବିହ।।ର କ୍ୟାଡରର ୧୯୭୪ ବ୍ୟାଚର ଆଇପିଏସ ଥିଲେ । ୨୦୧୨ରେ ସେ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ । ସେ ତାଙ୍କ ଚାକିରି କାଳରେ ଇଣ୍ଡୋ ତିବ୍ଦତୀୟ ସୀମା ପୁଲିସ ଫୋର୍ସ, ରେଳ ସୁରକ୍ଷାବଳରେ କାର୍ଯ୍ୟ ନିର୍ବାହ କରିଥିଲେ । ସିବିଆଇ ନିର୍ଦ୍ଦେଶକ ହେବା ପୂର୍ବରୁ ସେ ପାଟନା ଓ ଦିଲ୍ଲୀ ସିବିଆଇ ବ୍ୟୁରୋରେ କାର୍ଯ୍ୟ କରିଥିଲେ ।

Related posts

ଚାଲିଚାଲି ଯାଉଥିବା ପ୍ରାବସୀଙ୍କ ଉପରେ ମାଡିଗଲା ବସ, ୬ ମୃତ

mahabharatanews

ଶ୍ରୀନଗରରେ ଯବାନଙ୍କ ଉପରେ ଗ୍ରେନେଡ ମାଡ଼, ୨ ଗୁରୁତର

mahabharatanews

ଭୋପାଳ ରେଳ ଷ୍ଟେସନରେ ଫୁଟଓଭର ବ୍ରିଜ ସ୍ଲାବ ଖସି ୮ ଆହତ

mahabharatanews

Leave a Comment