ଶିକ୍ଷାଆସନ୍ତା ୧୦ରୁ ମାଟ୍ରିକ ଫର୍ମ ପୂରଣ ଆରମ୍ଭmahabharatanewsJanuary 6, 2021 by mahabharatanewsJanuary 6, 2021043 କଟକ: ଦୀର୍ଘ ପ୍ରତିକ୍ଷା ପରେ ଏବେ ମାଟ୍ରିକ୍ ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ ହେବା ପରେ ଫର୍ମ ପୂରଣ ପାଇଁ ବାହାରିଲା ବିଜ୍ଞପ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି...
Uncategorized ଶିକ୍ଷାଏଣିକି ବହି ବସ୍ତାନୀ ବୋଝ କମିବmahabharatanewsDecember 14, 2020 by mahabharatanewsDecember 14, 2020093 ନୂଆଦିଲ୍ଲୀ: ଏଣିକି ବହି ବସ୍ତାନୀ ବୋଝ କମିବ। ବସ୍ତାନୀ ଓଜନ ପିଲାଙ୍କ ଓଜନର ୧୦ ପ୍ରତିଶତ ହେବ ଏଣିକି । ଏନେଇ କେନ୍ଦ୍ର ପକ୍ଷରୁ ଏକ ପତ୍ର ସମସ୍ତ ରାଜ୍ୟ ସରକାରକୁ ହୋଇଛି ।...
ଶିକ୍ଷାଅରିଜିନିଲ ସାର୍ଟିଫିକେଟ +୩ ନାମଲେଖା ପାଇଁ ଜରୁରି ନୁହେଁ: ଉଚ୍ଚ ଶିକ୍ଷା ବିଭାଗmahabharatanewsSeptember 29, 2020 by mahabharatanewsSeptember 29, 2020039 ଭୁବନେଶ୍ୱର: +୩ରେ ନାମ ଲେଖାଇବା ପାଇଁ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି । ଗାଇଡଲାଇନରେ ନାମଲେଖା ପାଇଁ ଅରିଜିନାଲ ସାର୍ଟିଫିକେଟ ଜରୁରି ନ ଥିବା କୁହାଯାଇଛି । କରୋନା କାରଣରୁ ଅରିଜିନାଲ ସାର୍ଟିଫିକେଟ...
ଓଡିଶା ଶିକ୍ଷାଜେଇଇ ମେନ୍ ୨୦୨୦: ଓଡିଶାରୁ ସୌରଭ ସୌମ୍ୟକାନ୍ତ ଦାଶ ଟପ୍ପରmahabharatanewsSeptember 12, 2020 by mahabharatanewsSeptember 12, 2020043 (ନୂଆଦିଲ୍ଲୀ): ଶୁକ୍ରବାର ରାତିରେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ପକ୍ଷରୁ ପ୍ରକାଶ ପାଇଛି ଜେଇଇ ମେନ୍ ପରୀକ୍ଷାଫଳ । ଏଥିରେ ଓଡିଶାରୁ ଟପ୍ପର ହୋଇଛନ୍ତି ସୌରଭ ସୌମ୍ୟକାନ୍ତ ଦାଶ । ତେବେ ସେ...
ଵାଣିଜ୍ୟ ଶିକ୍ଷାଭାରତରେ କୋଭିସିଲ୍ଡ ଟିକା ପରୀକ୍ଷା ସ୍ଥଗିତmahabharatanewsSeptember 10, 2020 by mahabharatanewsSeptember 10, 20200102 (ନୂଆଦିଲ୍ଲୀ): କରୋନା ଟିକା ପରୀକ୍ଷା କରାଉଥିବା ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଭାରତରେ କୋଭିସିଲ୍ଡ ଟିକା ପରୀକ୍ଷା ସ୍ଥଗିତ ରଖିଛି। ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ପକ୍ଷରୁ ଏକ ବିବୃତିରେ ଉଲ୍ଲେଖ କରାଯାଇଛି ଯେ...
ଶିକ୍ଷାଜୁଲାଇ ୨୯ରେ ମାଟ୍ରିକ ପରୀକ୍ଷା ଫଳ ବାହାରିବmahabharatanewsJuly 27, 2020 by mahabharatanewsJuly 27, 2020038 ଭୁବନେଶ୍ୱର/ ଶିଳାସ୍ମିତା ରାୟ: ଆସନ୍ତା ଜୁଲାଇ ୨୯ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ। ଚଳିତ ବର୍ଷ...
ଶିକ୍ଷାଜୁଲାଇ ୧୫ରେ ଆସିବ ସିବିଏସସି ଦଶମ, ଦ୍ୱାଦଶ ଫଳାଫଳmahabharatanewsJune 26, 2020 by mahabharatanewsJune 26, 2020053 ନୂଆଦିଲ୍ଲୀ: ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଜୁଲାଇ ୧୫ ସୁଦ୍ଧା ଘୋଷଣା କରାଯିବାକୁ ନେଇ ଆଜି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଘୋଷଣା କରିଛି । କୋଭିଡ୍-୧୯ ସ୍ଥିତି...
ଶିକ୍ଷାଦଶମ, ଦ୍ୱାଦଶ ଅବଶିଷ୍ଟ ପରୀକ୍ଷା ବାତିଲmahabharatanewsJune 25, 2020June 25, 2020 by mahabharatanewsJune 25, 2020June 25, 2020039 ନୂଆଦିଲ୍ଲୀ: ସିବିଏସଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷାକୁ ବାତିଲ କରାଯାଇଛି । ଆଜି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷାକୁ ବାତିଲ କରାଯିବ ବୋଲି...
ଶିକ୍ଷାକେଜିଏମୟୁ ପକ୍ଷରୁ ଜନ ସ୍ୱାସ୍ଥ୍ୟ ସଚେତନତା ପାଇଁ ରେଡିଓ ସେବା ଆରମ୍ଭmahabharatanewsJune 16, 2020 by mahabharatanewsJune 16, 2020047 ଲକ୍ଷେ୍ନø: ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଓ ତାର ଉପଚାର ନେଇ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ଲକ୍ଷେ୍ନø ସ୍ଥିତ କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟି ପକ୍ଷରୁ ଏକ କମୁନିଟି ରେଡିଓ ସେବା ଆରମ୍ଭ ହୋଇଛି...
ଓଡିଶା ଶିକ୍ଷାଜୁନ ୮ରୁ ଜୁଲାଇ ୧୫ ତାରିଖ ଯାଏଁ ବିଦ୍ୟାଳୟ ନାମଲେଖା mahabharatanewsJune 6, 2020 by mahabharatanewsJune 6, 2020043 ଭୁବନେଶ୍ୱର: ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଆସନ୍ତା ସୋମବାରଠାରୁ ବିଦ୍ୟାଳୟରେ ନାମ ଆରମ୍ଭ ହୋଇ ଜାରି ରହିବ । ପ୍ରଥମରୁ ହାଇସ୍କୁଲ ପର୍ୟ୍ୟନ୍ତ ସମସ୍ତ ସରକାରୀ ବିଦ୍ୟାଳୟୠୁଡିକରେ ନାମ ଲେଖା ହେବାକୁ ଥିବାବେଳେ ଯେଉଁ...