ଓଡିଶାପୂର୍ବତନ ପ୍ରଶାସନିକ ଅଧିକାରୀ ରବିନାରାୟଣଙ୍କ ବିୟୋଗmahabharatanewsDecember 4, 2019 by mahabharatanewsDecember 4, 2019066 (ମହାଭାରତ)ଜଳେଶ୍ୱର: ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ରବିନାରାୟଣ ଦାସଙ୍କ ଦେହାନ୍ତ ହୋଇଛି । ୧୯୭୧ ବ୍ୟାଚର ଗୁଜୁର।।ଟ କ୍ୟାଡରର ରବିନାରାଣୟ କେନ୍ଦ୍ର ଖାଦ୍ୟ ନିଗମର ଯୁଗ୍ମ ସଚିବ ,...
ଓଡିଶାଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ତେଜୁଛି ଚାଷୀ ଅସନ୍ତୋଷmahabharatanewsDecember 4, 2019 by mahabharatanewsDecember 4, 2019058 (ମହାଭାରତ/ ମାଲକାନଗିରି) : ଜିଲ୍ଲାରେ ତେଜୁଛି ଚାଷୀ ଅ ।ନ୍ଦୋଳନ । ମଣ୍ଡିରେ ଧାନ ଅ ।ସିବା ପରେ ମଧ୍ୟ ଏହାକୁ କିଣାଯାଉ ନାହିଁ । ତେଣୁ ଚାଷୀ ମଣ୍ଡିକୁ ଧାନ ଆଣି ଆସି...
ଓଡିଶାଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲା ମୁଖ୍ୟାଳୟ ପରିଦର୍ଶନmahabharatanewsDecember 4, 2019 by mahabharatanewsDecember 4, 2019045 (ମହାଭାରତ /ସୁବର୍ଣ୍ଣପୁର): ସୁବର୍ଣ୍ଣପୁର ଜିଲ୍ଲାର ଅ ।ରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଗତକାଲି ରାତି ୮ଟା ସମୟରେ ଅ·ନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇଥିଲେ । ଡାକ୍ତରମାନଙ୍କ ସହ କଥାବାର୍ତ୍ତା ହୋଇ...
Uncategorizedକିରାଣୀକୁ ଗୋଡ଼ାଇ ହାଣିଲେ ଯୁବକmahabharatanewsDecember 3, 2019 by mahabharatanewsDecember 3, 20190126 (ପ୍ରିୟଦର୍ଶନୀ ସ୍ୱାଇଁ): ଗଞ୍ଜାମ ଜିଲ୍ଲା କେ ନୁଆଗାଁ ଥାନା ଅଞ୍ଚଳରେ ମହାବିଦ୍ୟାଳୟ କର୍ମଚାରୀଙ୍କୂ ଗୋଡ଼ାଇ ହାଣିବା ଘଟଣା ଏବେ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଲାଇ ଦେଇଛି । ତେବେ ଶିବାନନ୍ଦ ମହାବିଦ୍ୟାଳୟରେ କିରାଣୀଭାବେ କାମ...
ଓଡିଶାଆବାସ ଯୋଜନାରୁ ବଞ୍ଚିତ କୁଡୁଞ୍ଜିmahabharatanewsDecember 3, 2019 by mahabharatanewsDecember 3, 2019061 (ସନ୍ତୋଷ କୁମାର ଲମ୍ବାତା /ରାୟଗଡା): ଫେଲ ମାରୁଛି ସରକାରୀ ଯୋଜନା । ରାଜ୍ୟ ଓ କେନ୍ଦ୍ରସରକାର ଗରିବ ଲୋକଙ୍କ ପାଇଁ ମାଳ ମାଳ ଯୋଜନା କରି କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ...
ଓଡିଶାଅକ୍ଟୋବରରେ ଖଣି ନିଲାମ,ଡିସେମ୍ବରରେ ବାତିଲmahabharatanewsDecember 3, 2019 by mahabharatanewsDecember 3, 2019058 (ହରପ୍ରସାଦ ବିଶୋଇ)ମହାଭାରତ: ଖଣି ନିଲାମ ବାତିଲ ହୋଇଛି । ଗତ ଅକ୍ଟୋବର ମାସରେ ୩ଟି ପର୍ଯ୍ୟାୟରେ ରାଜ୍ୟ ସରକାର ଡାକିଥିବା ଖଣି ନିଲାମି ଟେଣ୍ଡରକୁ ବାତିଲ କରିଛନ୍ତି । ଏଣିକି ସବୁ ଖଣିର ସାନି...
ଓଡିଶାଓଡ଼ିଆ ଯବାନ ସଂଗ୍ରାମ ଜେନାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀmahabharatanewsDecember 3, 2019 by mahabharatanewsDecember 3, 20190100 (ହରପ୍ରସାଦ ବିଶୋଇ/ମହାଭାରତ)ଭୁବନେଶ୍ୱର: ଓଡ଼ିଆ ଯବାନ ସଂଗ୍ରାମ ଜେନାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୟାଲ ଏନଫିଲଡ ଗାଡ଼ିରେ ଲାଗିଥିବା ୧୧ ଫୁଟ ଶିଢ଼ିରେ ୧୨୮ କିଲୋମିଟର ଅତିକ୍ରମ କରିଥିଲେ ସଂଗ୍ରାମ ।...
ଅପରାଧନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶି ଦେବାକୁ ତିହାଡ ପ୍ରଶାସନ ଖୋଜୁଛି ଜଲ୍ଲାଦmahabharatanewsDecember 3, 2019 by mahabharatanewsDecember 3, 2019074 (ମହାଭାରତ/ନୁଆଦିଲ୍ଲୀ): ନିର୍ଭୟା ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା ପରେ ଏବେ ପୁଣି ହ୍ରାଇଦାବାଦରେ ସମାନ ଘଟଣାକୁ ନେଇ ସାରା ଦେଶରେ ଦୁଷ୍କର୍ମକାରୀଙ୍କୁ ଫାଶି ଦେବକୁ ଦାବି ହେଉଛି । କିନ୍ତୁ ନିର୍ଭୟା ମାମଲାରେ ଦୋଷୀଙ୍କୁ...
ଓଡିଶାଶିଶୁ ଭବନ ଛକରେ କଂଗ୍ରେସ କର୍ମୀ ,ପୁଲିସ ଧସ୍ତାଧସ୍ତିmahabharatanewsDecember 3, 2019 by mahabharatanewsDecember 3, 2019080 (ସରୋଜ କୁମାର ରାଉତ/ମହାଭାରତ)ଭୁବନେଶ୍ୱର: ପୁରୀରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଖବର ପ୍ରଚାରିତ ହେବା ପରେ ରାଜଧାନୀରେ ବି ଏହାର ତାତି ଦେଖିବାକୁ ମିଳିଛି। ଗତକାଲି ରାତି ପ୍ରାୟ ୧୧ଟାରେ କଂଗ୍ରେସ ପକ୍ଷରୁ ନବୀନ...
ଓଡିଶାମଧୁ ଆପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀmahabharatanewsDecember 3, 2019 by mahabharatanewsDecember 3, 2019071 (ହରପ୍ରସାଦ ବିଶୋଇ/ମହାଭାରତ)ଭୁବନେଶ୍ୱର: ମଧୁ ଆପ୍ ଜରିଆରେ ମୋବାଇଲ୍ ବ୍ୟବହାର କରି ସମ୍ପୃକ୍ତ ବିଷୟକୁ ପୁଣି ଥରେ ପଢି଼ପାରିବେ ଛାତ୍ରଛାତ୍ରୀ । ତା ସହ ଚାପ୍ଟର୍ ଶେଷରେ ମଡେଲ୍ ପ୍ରଶ୍ନୋତ୍ତର ଅଭ୍ୟାସର ମଧ୍ୟ ସୁବିଧା ରହିଛି...